Breaking PLUSଦେଶମୁଖ୍ୟ ଖବର

କନିଷ୍ଠ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,1 ଫେବୃଆରୀ – କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ । ମାଲକାନଗିରି ସିଏଡିଏ ଡିଭିଜନର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ପ୍ରକୃତ ଆୟ ଠାରୁ ୨୩୬% ଅଧିକ ଠୁଳ କରିଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ୩ ମହଲା କୋଠା, ଗୋଟିଏ ଫ୍ଲାଟ ମିଳିଛି । ଜଳେଶ୍ୱରରେ ୧୪ଟି ପ୍ଲଟ, ୧.୪୩ ଲକ୍ଷ କ୍ୟାସ ମଧ୍ୟ ରେଡ୍‌ରୁ ମିଳିଥିବା ସୂଚନା ମିଳିଛି । ଏହାପରେ ତାଙ୍କୁ ଫେବୃୟାରୀ 13 ତାରିଖ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Show More

Related Articles

Back to top button