Breaking PLUSଓଡ଼ିଶାମୁଖ୍ୟ ଖବର

ଟାଟା ପାୱାର ମନମାନି ପାଇଁ କ୍ୟାନ୍ସର ପୀଡ଼ିତାଙ୍କ ଆତ୍ମାହୂତି ଉଦ୍ୟମ

ଜୟପୁର: ଟାଟା ପାୱାର ମନମାନି ପାଇଁ କ୍ୟାନ୍ସର ପୀଡ଼ିତାଙ୍କ ଆତ୍ମାହୂତି ଉଦ୍ୟମ  । ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ପୋଲିସ  । ପାୱାର ହାଉସ୍‌ ଛକରେ ଥିବା ଅଫିସରେ ମହିଳାଙ୍କ ଆତ୍ମାହୂତି ଉଦ୍ୟମ   ।ମହିଳାଙ୍କ ଘର ଭିତରେ ଟାଟା ପାୱାର ଇଲେକ୍ଟ୍ରି ଖୁଣ୍ଟ ପୋତିଥିବା ଅଭିଯୋଗ  । ଖୁଣ୍ଟ ହଟାଇବାକୁ ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ପରେ ବି ମିଳୁନି ସୁଫଳ  । ଓଲଟା ଟାଟା ପାୱାର ଘର ମାଲିକଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button