Breaking PLUSଓଡ଼ିଶାମୁଖ୍ୟ ଖବର

ଜୟପୁର: ୫ଟି ଥାନାରେ ଥିବା ୮ଟି ମାମଲାରେ ୧୯ ଜଣ ଗିରଫ

ଜୟପୁର: ୫ଟି ଥାନାରେ ଥିବା ୮ଟି ମାମଲାରେ ୧୯ ଜଣ ଗିରଫ ହୋଇଛନ୍ତି ।ନଗଦ ୨ ଲକ୍ଷ ୩୦ ହଜାର ଟଙ୍କା, ୪୦୦ ଗ୍ରାମ ରୁପା ଓ ୬ଟି ବାଇକ ଜବତ ହୋଇଛି । ପ୍ରେସମିଟରେ ଜୟପୁର ଟାଉନ ଥାନା ଏସଡିପିଓ ସୂଚନା ଦେଇଛନ୍ତି ।

Show More

Related Articles

Back to top button