Breaking PLUSଓଡ଼ିଶାମୁଖ୍ୟ ଖବର
ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲା; ରେଡ୍ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ପୋଲିସ DGଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ଝାଡ଼ଖଣ୍ଡ ନାବାଳିକା ଦୁଷ୍କର୍ମ ମାମଲାରେ ଡିଜିପିଙ୍କ କଡ଼ା ନିର୍ଦ୍ଦେଶ । ରେଡ୍ଫ୍ଲାଗ୍ ଅନ୍ତର୍ଭୁକ୍ତ ପାଇଁ ପୋଲିସ DG ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ CAW ମୁଖ୍ୟ ଏସ୍ ସାଇନି ଘଟଣାକୁ ମନିଟର କରିବେ । ୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ । ଝାଡ଼ଖଣ୍ଡ ପୋଲିସ ସହିତ ଯୋଗାଯୋଗରେ ରହିବ ଓଡ଼ିଶା ପୋଲିସ ।



