Breaking PLUSଓଡ଼ିଶାମୁଖ୍ୟ ଖବର

ଝାଡ଼ଖଣ୍ଡ ପୋଲିସ ଆଗରେ ଜଣେ ମାଓବାଦୀର ଆତ୍ମସମର୍ପଣ

ଝାଡ଼ଖଣ୍ଡ ପୋଲିସ ଆଗରେ ଜଣେ ମାଓବାଦୀର ଆତ୍ମସମର୍ପଣ । ନିଷିଦ୍ଧ ସଂଗଠନ PLFI ସଦସ୍ୟ ଆଲୋକ ଯାଦବର ଆତ୍ମସମର୍ପଣ  । ଲାତେହାର ପୋଲିସ କାର୍ଯ୍ୟାଳୟରେ ବନ୍ଧୁକ, ଗୁଳି ସହ ଆତ୍ମସମର୍ପଣ  । ଆଲୋକ ନାଁରେ ରହିଛି ୩୫ଟି ମାମଲା, ମୁଣ୍ଡ ଉପରେ ୧ ଲକ୍ଷର ପୁରସ୍କାର ରାଶି ଘୋଷଣା ଥିଲା ।

Show More

Related Articles

Back to top button