Breaking PLUSଓଡ଼ିଶାମୁଖ୍ୟ ଖବର

୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି

ଭୁବନେଶ୍ୱର- ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣି ସୁନ୍ଦରଗଡ଼ ଲେଫ୍ରିପଡ଼ା ତହସିଲ ଅଫିସ୍‌ର କନିଷ୍ଠ କିରାଣି । କନିଷ୍ଠ କିରାଣି ଗୋଲେଖ ନାୟକଙ୍କୁ ଧରିଲା ଭିଜିଲାନ୍ସ । ଜମି ମାମଲା ସଂପର୍କିତ ଏକ ଫାଇଲ୍ ପ୍ରୋସେସିଂ ପାଇଁ ଲାଞ୍ଚ ନେଉଥିଲେ  । ଅନ୍ୟ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ଲାଞ୍ଚ ନେବାବେଳେ ଧରାପଡ଼ିଲେ ।କିରାଣିଙ୍କ ସହ ସଂପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଧରିଲା ଭିଜିଲାନ୍ସ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button