
ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂ । ଏଥିପାଇଁ ଗତ ୨୮ରେ ସୁପ୍ରିମକୋର୍ଟ କଲେଜିୟମରେ ଜଷ୍ଟିସ୍ ଯଶଓ୍ୱନ୍ତ ସିଂଙ୍କ ନାମ ସୁପାରିସ ହୋଇଥିଲା । ସୁପ୍ରିମକୋର୍ଟ ଜଷ୍ଟିସ ଯଶୱନ୍ତ ସିଂଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୨୧ ଅକ୍ଟୋବରରୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ ଯଶଓ୍ୱନ୍ତ ସିଂ ।