Breaking PLUSଓଡ଼ିଶାମୁଖ୍ୟ ଖବର
କଲରାପତରିଆ ବାଘକୁ ହତ୍ୟା

ବଣାଇ : ବଳଦକୁ ଖାଇଦେଲା ବୋଲି କଲରାପତରିଆ ବାଘକୁ ହତ୍ୟା । ବଳଦରେ ବିଷ ଦେଇ କଲରାପତରିଆ ବାଘକୁ ହତ୍ୟା । ତାମରା ରେଞ୍ଜ ଖେସାରା ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ ହୋଇଚି ।