Breaking PLUSଦେଶ ବିଦେଶମୁଖ୍ୟ ଖବର

ଅଦାନୀ ଗ୍ରୁପ ସହିତ ଚୁକ୍ତି ରଦ୍ଦ କଲା କେନିଆ

ନୂଆଦିଲ୍ଲୀ- ପ୍ରକଳ୍ପ ହାତେଇବାକୁ ଲାଞ୍ଚ ଦେବା ଅଦାନୀ ଗ୍ରୁପ ପାଇଁ ମହଙ୍ଗା ପଡ଼ିଛି। ଆମେରିକାର ଏକ କୋର୍ଟରେ ଏ ନେଇ ଅଦାନୀ ଗ୍ରୁପ ମୁଖ୍ୟ ଗୌତମ ଅଦାନୀଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଏଥିପାଇଁ କମ୍ପାନୀକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ବିଭିନ୍ନ ଦେଶରେ କମ୍ପାନୀ ହାତେଇଥିବା ପ୍ରକଳ୍ପ କାର୍ଯ୍ୟ ଏବେ ହାତରୁ ଖସିବାରେ ଲାଗିଛି। ଏହି କ୍ରମରେ କେନିୟା ସରକାର ଅଦାନୀ ଗ୍ରୁପ ସହିତ କରିଥିବା ଚୁକ୍ତି ରଦ୍ଦ କରିଛନ୍ତି।

Show More

Related Articles

Back to top button