Breaking PLUSଓଡ଼ିଶାମୁଖ୍ୟ ଖବର
ବନ୍ଧୁକ ମୁନରେ ଜିଆରଏସଙ୍କୁ ଲୁଟ୍
ଆନନ୍ଦପୁର : ବନ୍ଧୁକ ମୁନରେ ଲୁଟ୍ । ବନ୍ଧୁକ ଦେଖାଇ ଜିଆର୍ଏସ୍ଙ୍କ ଠାରୁ ଭତ୍ତା ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ତରୁଆଁ ପଞ୍ଚାୟତ ଜିଆର୍ଏସ୍ଙ୍କ ଠାରୁ ପ୍ରାୟ ୮.୧୧ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ବୁଧବାର ଅଭିଯୋଗ ହୋଇଛି । ରାମଚନ୍ଦ୍ରପୁର ଥାନା ବଣିଆପଶି ନିକଟରେ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ୨ ଜଣ ଲୁଟେରା ବାଇକ୍ରେ ଆସି ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।