Breaking PLUSଓଡ଼ିଶାମୁଖ୍ୟ ଖବର

ଘର ଭିତରୁ ନବବଧୂର ମୃତଦେହ ଉଦ୍ଧାର

ଖଲ୍ଲିକୋଟ: ଘର ଭିତରୁ ନବବଧୂର ମୃତଦେହ ଉଦ୍ଧାର ହୋଇଛି । ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠି ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି । ବେକରେ ରକ୍ତ ଲାଗିଥିବାରୁ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି । ଯୌତୁକ ପାଇଁ ଶ୍ବଶୁର ଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନ୍ୟାୟ ଦାବିରେ ଘର ଆଗରେ ପରିବାର ଲୋକେ ଧାରଣା ଦେଇଛନ୍ତି । ଶ୍ୱଶୁର ଘର ଲୋକ ଫେରାର୍, ପୋଲିସ ତଦନ୍ତ ଜାରି ରଖିଛି ।

Show More

Related Articles

Back to top button