Breaking PLUSଓଡ଼ିଶାମୁଖ୍ୟ ଖବର

ଜେଲ ଫେରନ୍ତାଙ୍କୁ ହାଣି ରାସ୍ତାରେ ଫିଙ୍ଗିଦେଲେ

ଖଲ୍ଲିକୋଟ: ଜେଲ ଫେରନ୍ତାଙ୍କୁ ହାଣି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ହରିପୁର ଗାଁ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛି ମୃତଦେହ  । ମୃତକ ୩ ମାସ ତଳେ ଜେଲ୍‌ରୁ ଫେରିଥିଲେ । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସମ୍ପର୍କୀୟ ପୁତୁରା ହତ୍ୟା କରିଥିବା ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button