Breaking PLUSଓଡ଼ିଶାମୁଖ୍ୟ ଖବର
ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ- ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜରେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ ହୋଇଥିଲା । ପରେ ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଆଉ ୨ ମହଲାକୁ ବ୍ୟାପିଲା । ଘର ଭିତରେ ଥିବା ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ଟିମ୍ ।