Breaking PLUSଓଡ଼ିଶାମୁଖ୍ୟ ଖବର
ସୀମା ବିବାଦକୁ ନେଇ ପ୍ରବଳ ଉତ୍ତେଜନା

ଖୋର୍ଦ୍ଧା: ସୀମା ବିବାଦକୁ ନେଇ ପ୍ରବଳ ଉତ୍ତେଜନା, ଦୋକାନ ପୋଡ଼ି ଦେଲେ ଲୋକେ । ଉତ୍ତ୍ୟକ୍ତ ଲୋକଙ୍କ ଟେକା ପଥର ମାଡ଼ ସହ ପୋଡ଼ା ଜଳା ପରିସ୍ଥିତି ସୃଷ୍ଟି ହୋଇଛି । ବାଘମାରି ଥାନା ଓସ୍ତପୁର ଓ କୋଟପଲାରେ ପୁଣି ଉତ୍ତେଜନା ଦେଖାଦେଇଛି । ସୀମା ବିବାଦକୁ ନେଇ ୩ ମାସ ଯାଏଁ ୧୬୩ ଧାରା ଲାଗୁ କରାଯାଇଛି ।



