Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରୁ ଅପହୃତ ଶିଶୁ ଉଦ୍ଧାର

ବନେଶ୍ଵର: ୩ ଦିନ ପରେ ଉଦ୍ଧାର ହେଲା ରାଜଧାନୀରୁ ଚୋରି ଶିଶୁ ପୁତ୍ର। ଭୁବନେଶ୍ଵରରୁ ଅପହୃତ ଶିଶୁ ବାଲେଶ୍ଵର ଖନ୍ତାପଡାରୁ ଉଦ୍ଧାର ହୋଇଛି। ଏଥିସହ ପୁଲିସ୍ ଶିଶୁ ଅପହରଣକାରୀକୁ ଗିରଫ କରିଛି।

ଅପହରଣର ୫୦ ଘଣ୍ଟା ପରେ ପ୍ରାୟ ୮ଟି ସିସି ଟିଭି ଯାଞ୍ଚ କରିବା ପରେ ପୁଲିସ୍ କୁ ଏହି ସଫଳତା ମିଳିଛି। ଶିଶୁଟିକୁ ଉଦ୍ଧାର ପୂର୍ବରୁ ପୁଲିସ୍ ହାତରେ ସିସି ଟିଭି ଫୁଟେଜ୍ ଲାଗିଥିଲା। ଫୁଟେଜରେ ପିଲା ଟିକୁ ଅପହରଣକାରୀ ଧରି ଯାଉଥିବାର ଦୃଶ୍ୟ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଦେଖିବାକୁ ମିଳିଥିଲା    ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ରାଜଧାନୀ ରାମ ମନ୍ଦିର ନିକଟରୁ କିଛି ଦୁର୍ବୁତ୍ତ ଜଣେ ଜଣେ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ପିଲା ଚୋରି କରିନେଇଥିଲେ। ସମ୍ପୃକ୍ତ ମହିଳା ଜଣକ ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ।

Show More

Related Articles

Back to top button