Breaking PLUSଓଡ଼ିଶାମୁଖ୍ୟ ଖବର

ଜବରଦଖଲ ହଟିବା ପୂର୍ବରୁ ଫୁଲ ତୋରଣ ସବୁ ହଟାଇଲା କିଟ୍

ଭୁବନେଶ୍ୱର- କିଟ୍‌ ସର୍ବସାଧାରଣ ରାସ୍ତା ଅବରୋଧ କରିବା ଅଭିଯୋଗ ଘଟଣା। NIFT କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ କିଟ୍‌ର ଚେତା ପଶିଲା । ଜବରଦଖଲ ହଟିବା ପୂର୍ବରୁ ଫୁଲ ତୋରଣ ସବୁ ହଟାଇଲା । ଟ୍ରାକ୍ଟର ଯୋଗେ ଫୁଲ କୁଣ୍ଡଗୁଡ଼ିକୁ ଭିତରକୁ ବୁହା ଆରମ୍ଭ ହୋଇଛି ।

Show More

Related Articles

Back to top button