Breaking PLUSଓଡ଼ିଶାମୁଖ୍ୟ ଖବର
କିଟ୍ ଘଟଣାରେ ଉଚ୍ଚସ୍ତରୀୟ କମିଟି ନିକଟରେ ପକ୍ଷ ରଖିଲେ 5 ଅଧିକାରୀ

ଭୁବନେଶ୍ୱର, 27 ଫେବୃୟାରୀ – କିଟ୍ରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଓ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା । ଉଚ୍ଚ ସ୍ତରୀୟ କମିଟି ଆଗରେ ପକ୍ଷ ରଖିଲେ କିଟ 5 ଜଣ ଅଧିକାରୀ । ସିନିୟର ହଷ୍ଟେଲ ଅଧିକ୍ଷକ ସଂହିତା ମିଶ୍ର, ସିନିୟର ଆଡମିନଷ୍ଟ୍ରଟିଭ୍ ଅଫିସର ସିଦ୍ଧାର୍ଥ ରାୟ, ଆଭ୍ୟନ୍ତରୀଣ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମରିକା ପତି ଓ ସ୍ପୋର୍ଟ୍ସ ନିର୍ଦେଶକ ଗଗନେନ୍ଦୁ ଦାସ ପକ୍ଷ ରଖିଛନ୍ତି ।