Breaking PLUSଓଡ଼ିଶାମୁଖ୍ୟ ଖବର
ଯୌତୁକ ପାଇଁ ଗର୍ଭବତୀକୁ ମାରିଦେଲେ
କୋରାପୁଟ : ପୁଣି ଯୌତୁକ ପାଇଁ ବଧୁ ହତ୍ୟା |ଘଟଣାଟି ସିମିଳିଗୁଡା ଥାନା ଅନ୍ତର୍ଗତ ବେହରଗୁଡା ଗାଁରେ ଘଟିଛି | ଘର ଲୋକଙ୍କ ଅଭିଯୋଗ ଅନୁଯାଇ ଗର୍ଭବତୀଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ଜଣାପଡିଛି |ଘରଲୋକଙ୍କ ଅଭିଯୋଗ ପରେ ମୃତ ମହିଳାଙ୍କ ସ୍ବାମୀ କୁ ଥାନାରେ ଅଟକ ରଖାଯାଇଛି |