Breaking PLUSଦେଶମୁଖ୍ୟ ଖବର

ମୃତ ମହିଳା ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ଛାତିଥରା ତଥ୍ୟ

କୋଲକାତା-  ଆର୍‌.ଜି କର୍‌ ମେଡିକାଲ କଲେଜ ଲଜ୍ଜା ଘଟଣା ।  ମୃତ ମହିଳା ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ  ଛାତିଥରା ତଥ୍ୟ ମିଳିଛି । ମହିଳା ଡାକ୍ତରଙ୍କୁ ଅତି ବୀଭତ୍ସ ଭାବେ ଦୁଷ୍କର୍ମ ଓ ହତ୍ୟା ହୋଇଛି । ଡାକ୍ତରଙ୍କ ଶରୀରର ବିଭିନ୍ନ ସ୍ଥାନରେ ରହିଥିଲା ୧୪ଟି ଗଭୀର କ୍ଷତ । ମୁଣ୍ଡ, ମୁହଁ, ବେକ, ହାତ ଏବଂ ଗୁପ୍ତାଙ୍ଗରେ ରହିଥିଲା ଗଭୀର କ୍ଷତ । ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହୋଇଥିବା ମଧ୍ୟ  ରିପୋର୍ଟରୁ ସ୍ପଷ୍ଟ ହୋଇଛି । ତଣ୍ଟିଚିପି ଶ୍ବାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି ।

Show More

Related Articles

Back to top button