Breaking PLUSଓଡ଼ିଶାମୁଖ୍ୟ ଖବର

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅଗ୍ନିକାଣ୍ଡ

ଭୁବନେଶ୍ୱର- କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଶୁକ୍ରବାର ଏକ ବଡ ଅଘଟଣ ଘଟିଛି । ଶିଶୁ ଯତ୍ନ ୟୁନିଟରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଏଥିରେ ଅନେକ ଶିଶୁ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଉପଜିଲ୍ଲାପାଳ, ଅଗ୍ନିଶମ ବିଭାଗ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଉପସ୍ଥିତ ରହିଛନ୍ତି। ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ମାତୃ ଓ ଶିଶୁ ବିଭାଗ ଏସଏନସିୟୁରେ ନିଆଁ ଲାଗିଥିବାରୁ ସେଠାରୁ ନବଜାତଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button