Breaking PLUSଓଡ଼ିଶାମୁଖ୍ୟ ଖବର

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । କିରାଣୀ କୃଷ୍ଣଚନ୍ଦ୍ର ଜେନାଙ୍କ ଶ୍ରୀ ଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଏବଂ ଭୁବନେଶ୍ୱରର ନୂଆ ଗାଁରେ ଥିବା ୩ମହଲା କୋଠାରେ ରେଡ୍ କରାଯାଇଛି ।

ପୁରୀ ଏବଂ ଭିଜିଲାନ୍ସର ମିଳିତ ଚଢାଉ ଜାରି ରହିଛି । ତିନୋଟି ଟିମ ସକାଳୁ ଚଢାଉ ଜାରି ରଖିଛନ୍ତି । ଛତୁଆ ଦୁର୍ନୀତି ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିଲା । କେବଳ ଛତୁଆ ଦୁର୍ନୀତି ନୁହେଁ ତା ସହ ଶିଶୁ ବିକାଶ କାର୍ଯ୍ୟରେ ଆସୁଥିବା ଅନେକ ଯୋଜନାର ଟଙ୍କା ହେରଫେର କରି ସମ୍ପତ୍ତିଠୁଳ ଅଭିଯୋଗ ହୋଇଥିଲା ।

Show More

Related Articles

Back to top button