Breaking PLUSଓଡ଼ିଶାମୁଖ୍ୟ ଖବର
ସରେଣ୍ଡର କଲେ କୌଣସି କାର୍ଯ୍ୟନୁଷ୍ଠାନ ହେବନି- ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, 23 ଜାନୁୟାରୀ – ପ୍ରତି ବ୍ଲକରେ ଅଛନ୍ତି 200 ରୁ 300 ଅଧିକ ଅଯୋଗ୍ୟ ହିତାଧିକାରୀ । ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦେଲେ ସାଙ୍ଘାତିକ ତଥ୍ୟ । ସରକାରୀ ଚାକିରୀ କରି ହାତେଇଛନ୍ତି ରାସନ କାର୍ଡ । ଆୟକର ଦେଇ ବି ରାସନ ନେଉଛନ୍ତି । ସରେଣ୍ଡର ପାଇଁ ପୁଣି ଥରେ ଅପିଲ କଲେ ଯୋଗାଣ ମନ୍ତ୍ରୀ । ସରେଣ୍ଡର କଲେ କୌଣସି କାର୍ଯ୍ୟନୁଷ୍ଠାନ ହେବନି । ଜାନୁଆରୀ 31 କେ୍ୱାଇସି ଶେଷ ହେବ । ତା ପୂର୍ବରୁ ସରେଣ୍ଡର କରନ୍ତୁ । ବୋଧେ ଭୟରେ କେୱାଇସି ପାଇଁ ଆସୁ ନାହାନ୍ତି । କିନ୍ତୁ ଶୀଘ୍ର ସରେଣ୍ଡର କଲେ ଭଲ ବୋଲି ମନ୍ତ୍ରୀ କହିଛନ୍ତି ।