Breaking PLUSଓଡ଼ିଶାମୁଖ୍ୟ ଖବର

କୁଳଡିହା ବନ ବିଭାଗ କାର୍ଯ୍ୟାଳୟରେ ଉତ୍ତେଜନା

ନୀଳଗିରି-  କୁଳଡିହା ବନ ବିଭାଗ କାର୍ଯ୍ୟାଳୟରେ ଉତ୍ତେଜନା ଦେଖାଦେଇଛି । ୩ ସବୁଜ ବାହିନୀ କର୍ମୀ ଓ ଜଣେ ଫରେଷ୍ଟ ଗାର୍ଡଙ୍କ ଗିରଫକୁ ନେଇ ଉତ୍ତେଜନା ଦେଖାଦେଇଛି । ମୃତ ହାତୀକୁ ପୋତିଦେବା ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ବିନା ଦୋଷରେ ଗିରଫ କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଫରେଷ୍ଟ ଗାର୍ଡଙ୍କ ନିର୍ଦ୍ଦେଶରେ ହାତୀକୁ ପୋତିଥିବା କହିଲେ ସବୁଜ ବାହିନୀ କର୍ମୀ  । ଅଭିଯୋଗକୁ ଖଣ୍ଡନ ସହ ଘଟଣା ତାଙ୍କ ସମୟର ନୁହେଁ କହିଲେ ଫରେଷ୍ଟ ଗାର୍ଡ  ।  ମେ’ ୭ରେ ସୋର ବନାଞ୍ଚଳ ବେତେଇବିଟ୍‌ରେ ହାତୀ ମୃତଦେହ ମିଳିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button