Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ପଡିଲେ କୃଷି ବିଭାଗ ଲାଵ ଆସିଷ୍ଟାଣ୍ଟ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ପଡିଲେ କୃଷି ବିଭାଗ ଲାଵ ଆସିଷ୍ଟାଣ୍ଟ। ୫୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ। ଝାରସୁଗୁଡା କୃଷି ବିଭାଗ ମୃତ୍ତିକା ପରୀକ୍ଷାଗାରର ଲାଵ ଆସିଷ୍ଟାଣ୍ଟ ଗଣେଶ କଲସେରଙ୍କୁ ଭିଜିଲାନ୍ସ ଧରିଛି। ଚାକିରୀ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ପାଇଁ ସେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Show More

Related Articles

Back to top button