Breaking PLUSଓଡ଼ିଶାମୁଖ୍ୟ ଖବର

ଧାର୍ଯ୍ୟଦିନରୁ ବିଳମ୍ବ ହେଉଛି ରତ୍ନଭଣ୍ଡାର ମରାମତି କାମ- ଆଇନ ମନ୍ତ୍ରୀ

ଭୁବନେଶ୍ୱର- ଧାର୍ଯ୍ୟଦିନରୁ ବିଳମ୍ବ ହେଉଛି ରତ୍ନଭଣ୍ଡାର ମରାମତି କାମ  । କାମ ବିଳମ୍ବ ହେଉଥିବାରୁ ମାର୍ଚ୍ଚ ସୁଦ୍ଧା ସରିବନି ଗଣତି ମଣତି  । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  । ‘ଆଉ ମାସେ କିମ୍ବା ଦୁଇ ମାସ ଲାଗିବ ମରାମତି କାମ’  । ‘ଯେତିକି ଆକଳନ କରାଯାଇଥିଲା, ତାଠୁ ଅଧିକ ମରାମତି ଆବଶ୍ୟକ ରହିଛି’ । ରଥଯାତ୍ରା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ଶେଷ କରିବୁ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button