Breaking PLUSଓଡ଼ିଶାମୁଖ୍ୟ ଖବର
ଜନଶୁଣାଣିର ଅଭିଯୋଗ ତୁରନ୍ତ ସମାଧାନ କରିବାକୁ CMOରୁ ଚିଠି

ଜନଶୁଣାଣିର ଅଭିଯୋଗ କୁ ତୁରନ୍ତ ସମାଧାନ କରିବା ପାଇଁ ସିଏମ୍ଓ ଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ, ପୋଲିସ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ଦିଆଯାଇଛି |ଅଭିଯୋଗ ପତ୍ର ଗୁଡ଼ିକର ତ୍ଵରିତ ସମାଧାନ କରିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି |ଦୀର୍ଘ ଦିନଧରି ତ୍ଵରିତ ପଦକ୍ଷେପ ନେବାରେ ବିଳମ୍ବ ହେଉଛି ବୋଲି ସୂଚନା ମିଳିଛି, ସେଥିପାଇଁ ବାରମ୍ବାର ଜନଶୁଣାଣିରେ ସମାନ ଅଭିଯୋଗ ଆସୁଛି ବୋଲି କୁହାଯାଇଛି |ଯେଉଁ ଅଧିକାରୀ ମାନେ ତ୍ଵରିତ ସମାଧାନ କରିବାରେ ଅବହେଳା କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କିଥିରେ ଉଲ୍ଲେଖ କରାଯାଇଛି |