Breaking PLUSଓଡ଼ିଶାମୁଖ୍ୟ ଖବର

ଓଡ଼ିଶା ମାଟିତଳେ ଲିଥିୟମ !

ଭୁବନେଶ୍ୱର-ଓଡ଼ିଶାରେ ଲିଥିୟମ ଖୋଜୁଛି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ  । ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଛି  ।ପ୍ରାକୃତିକ ସଂପଦ ଖୋଜିବା ପାଇଁ ବ୍ୟବହାର ହେଉଛି ନୂଆ ଟେକ୍ନୋଲୋଜି  । ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରକଳ୍ପ  । ଡ୍ରୋନ୍ ଜରିଆରେ ଖଣିଜ ଖୋଜିବାକୁ ଆରମ୍ଭ ହୋଇଛି ଅଭିଯାନ  । ଲିଥିୟମ, କପର୍‌ ଭଳି କ୍ରିଟିକାଲ ଖଣିଜ ଉପରେ ସରକାରଙ୍କ ଗୁରୁତ୍ବ ।

Show More

Related Articles

Back to top button