Breaking PLUSଓଡ଼ିଶାମୁଖ୍ୟ ଖବର

ସାଲିଆସାହିରେ ୩ଟି ଦେଶୀ ମଦ କାରଖାନା ଠାବ

ଭୁବନେଶ୍ୱର- ଭୁବନେଶ୍ୱରର ସାଲିଆସାହିରେ ୩ଟି ଦେଶୀ ମଦ କାରଖାନା ଠାବ ହୋଇଛି । ଏହାପରେ ବୁଲଡୋଜର ଲଗାଇ ଚୋରା ମଦ ଭାଟି ପୁଲିସ ଭାଙ୍ଗିଛି । ଘଟଣାସ୍ଥଳରେ ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିବା ବେଳେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ପୁଲିସ ପକ୍ଷରୁ ସାଲିଆସାହିରେ ଚଢ଼ାଉ କରାଯିବା ବେଳେ ଏକ ଦେଶୀ ମଦ କାରଖାନା ଠାବ ହୋଇ ଥିଲା। ସେଠାରୁ ସହିତ ବିପୁଳ ପରିମାଣରେ ଦେଶୀ ମଦ, ପୋଚ ଏବଂ ମଦ ତିଆରି ପାଇଁ ବ୍ୟବହାର କରାଯାଉଥିବା ସରଞ୍ଜାମଗୁଡ଼ିକୁ

Show More

Related Articles

Back to top button