Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ କୋରିଅର ସଂସ୍ଥାରୁ ସଶସ୍ତ୍ର ଡକାୟତି

ଭୁବନେଶ୍ୱର- କୋରିଅର୍‌‌ ସଂସ୍ଥା କାର୍ଯ୍ୟାଳୟରେ ସଶସ୍ତ୍ର ଡକାୟତି। ତମାଣ୍ଡୋ ଥାନା ଅନ୍ତର୍ଗତ ଭଗବାନପୁରରେ ୨ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ଭଗବାନପୁର ସିଟିକ୍ସ ସଲ୍ୟୁସନ ପ୍ରାଇଭେଟ ଲିମିଟେଡ ନାମରେ ଏକ ସଂସ୍ଥାର କାର୍ଯ୍ୟାଳୟରେ ପଡିଥିଲେ ଲୁଟେରା। କାର୍ଯ୍ୟାଳୟରେ ଥିବା ଦୁଇ ଜଣ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଯିବାବେଳେ କମ୍ୟୁଟର ଭାଙ୍ଗିବା ସହ ହାର୍ଡ ଡିସ୍କ ମଧ୍ୟ ଲୁଟେରାମାନେ ନେଇଯାଇଥିବା ଅଭିଯୋଗ ହୋଇଛି।

Show More

Related Articles

Back to top button