Breaking PLUSଓଡ଼ିଶାମୁଖ୍ୟ ଖବର
ଆଳୁ ବ୍ୟବସାୟୀଙ୍କଠୁ ୧୦ ଲକ୍ଷ ଝାମ୍ପିନେଲେ
ସୋର: କଟୁରୀ ଦେଖାଇ ଆଳୁ ବ୍ୟବସାୟୀଙ୍କଠୁ ୧୦ ଲକ୍ଷ ଝାମ୍ପିନେଲେ । ଖନ୍ତାପଡ଼ା ଶେରଗଡ଼ ୟୁକୋ ବ୍ୟାଙ୍କ ପାଖରୁ ୬ ଜଣ ଛଡ଼ାଇ ନେଲେ । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଆସିଲା ବେଳେ ଧମକାଇ ନେଇଗଲେ । ଖନ୍ତାପଡ଼ା ଥାନାରେ ଏତଲା ପରେ ପୋଲିସର ଖୋଜାଖୋଜି ।