Breaking PLUSଓଡ଼ିଶାମୁଖ୍ୟ ଖବର
ଲୋୟର୍ ପିଏମ୍ଜିରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର: ଲୋୟର୍ ପିଏମ୍ଜିରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି । ତୃତୀୟ ଦିନରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ ଜାରି ରହିଛି । ସ୍ଥାୟୀ ଚାକିରୀ ସାଙ୍ଗକୁ ୪୨୦୦ ଗ୍ରେଡ ପେ’ ଦାବିରେ ଆନ୍ଦୋଳନ କରୁଛନ୍ତି ଶିକ୍ଷକ ।ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲ ଫେରିବେନି ବୋଲି ଚେତାବନୀ ଦେଇଛନ୍ତି ।



