Breaking PLUSଓଡ଼ିଶାମୁଖ୍ୟ ଖବର
		
	
	
ବଢ଼ିଲା କମର୍ସିଆଲ୍ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର

ନୂଆଦିଲ୍ଲୀ- ବଢ଼ିଲା କମର୍ସିଆଲ୍ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର । ୧୯ କେଜି ସିଲିଣ୍ଡର ଦର ୧୬ ଟଙ୍କା ୫୦ ପଇସା ବଢ଼ିଲା । ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦର ୧୮୧୮ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି । ତେବେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନି ।
 
				 
					


