Breaking PLUSଓଡ଼ିଶାମୁଖ୍ୟ ଖବର

ଏମ୍‌ଭି-୨୬ ପୋଡ଼ାଜଳା ଘଟଣାରେ ପୁଣି ୬ ଗିରଫ

ମାଲକାନଗିରି: ଏମ୍‌ଭି-୨୬ ପୋଡ଼ାଜଳା ଘଟଣାରେ ପୁଣି ୬ ଗିରଫ ।  ଗତକାଲି ୯ ଗିରଫ ହୋଇଥିଲେ, ଗିରଫ ସଂଖ୍ୟା ୧୫ରେ ପହଞ୍ଚିଲା

ମାଲକାନଗିରିଜିଲ୍ଲା ପ୍ରଶାସନ ଜିଲ୍ଲାରେ ସୋସିଆଲ ମିଡିଆ ଦ୍ବାରା ହିଂସା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୩୬ ଘଣ୍ଟା ପାଇଁ ବୃଦ୍ଧି କରିଛନ୍ତି। ଯାହା ଦ୍ୱାରା ଡିସେମ୍ବର ୧୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

ଏହି କଟକଣା  ଦ୍ବାରା ହ୍ୱାଟସଆପ୍, ଫେସବୁକ୍ ଏବଂ ଏକ୍ସ ଭଳି ପ୍ଲାଟଫର୍ମଗୁଡ଼ିକ ଅଚଳ ରହିବ।  ଜିଲ୍ଲାର ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁ ଏହି କଟକଣାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜାରି ରଖାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button