Breaking PLUSଓଡ଼ିଶାମୁଖ୍ୟ ଖବର

ନାମାଙ୍କନ ଭରିଲେ ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ

ଭୁବନେଶ୍ୱର- ବିଜେପି ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ନାମାଙ୍କନ ଭରିଛନ୍ତି ।  ବିଧାନସଭାରେ ନାମାଙ୍କନ ଦାଖଲ କଲେ ମମତା ମହାନ୍ତ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ବିଧାନ ସଭାରେ ରାଜ୍ୟ ସଭା ସଦସ୍ୟ ପଦବୀ ପାଇଁ ଶ୍ରୀମତୀ ମମତା ମହନ୍ତ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି  । କୁଡୁମୀ ସମାଜର ବରିଷ୍ଠ ନେତ୍ରୀ ମମତା ମହାନ୍ତ । କାଲି ମମତାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି ।

Show More

Related Articles

Back to top button