Breaking PLUSଓଡ଼ିଶାମୁଖ୍ୟ ଖବର
ବାଲିଯାତ୍ରା ବୁଲିବାକୁ ଆସିଥିବା ଜଣେ ଯୁବକଙ୍କ ମୃତ୍ୟୁ

କଟକ: ବାଲିଯାତ୍ରା ବୁଲିବାକୁ ଆସିଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ରାତିରେ ବାଲିଯାତ୍ରା ବୁଲିବା ବେଳେ ହଠାତ ଅସୁସ୍ଥ ହୋଇଥିଲେ । ଏସ୍ସିବିରେ ଭର୍ତ୍ତି ପରେ ଡାକ୍ତର ମୃତ ଘୋଷଣା କଲେ । ମୃତ ୨୦ ବର୍ଷୀୟ ଯୁବକ ଗଞ୍ଜାମ କୁକୁଡ଼ାଖଣ୍ଡୀ ଅଞ୍ଚଳର ସୂଚନା ମିଳିଛି ।