Breaking PLUSଓଡ଼ିଶାମୁଖ୍ୟ ଖବର
ଏକ୍ସପ୍ରେସ୍ ଟ୍ରେନ୍ରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ

ବାଲୁଗାଁ: ଏକ୍ସପ୍ରେସ୍ ଟ୍ରେନ୍ରୁ ଖସିପଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି । ବାଲୁଗାଁ ଷ୍ଟେସନ ୨ନଂ ପ୍ଲାଟ୍ଫର୍ମରେ ଅଘଟଣ ଘଟିଛି । ସମ୍ପର୍କୀୟଙ୍କୁ ଟ୍ରେନ୍ରେ ଛାଡ଼ି ଓହ୍ଲାଇବା ବେଳେ ଖସିପଡ଼ିଲେ ଯୁବକ । ମୃତ ଯୁବକ ଖୋର୍ଦ୍ଧା ବାଣପୁରର ହୋଇଥିବା ସୂଚନା ।