Breaking PLUSଓଡ଼ିଶାମୁଖ୍ୟ ଖବର

୫ ଦିନ ପରେ କାବୁ ହେଲା କବ୍‌ଜାକାରୀ ଯୁବକ

ବଣାଇ-  ୫ ଦିନ ପରେ କାବୁ ହେଲା କବ୍‌ଜାକାରୀ ଯୁବକ । ସ୍କୁଲ ଛାତରୁ ଧରିଲା ପୋଲିସ, ଅଗ୍ନିଶମ ବାହିନୀ ଓ ଡିଭିଏଫ୍  । ମହୁଲପଦା ଥାନା ବଡ଼ଜଲ ପ୍ରାଥମିକ ସ୍କୁଲରୁ କାବୁ  । ଲୁହା ଓ ଷ୍ଟିଲ କବାଟକୁ ଢାଲ ବନାଇ ଧରିଲେ ସୁରକ୍ଷା କର୍ମୀ  । କବ୍‌ଜାକାରୀ ଯୁବକକୁ ଧରି ମହୁଲପାଲି ଥାନା ଆଣୁଛି ପୋଲିସ । ଧନୁତୀର ଧରି ସ୍କୁଲକୁ ୫ ଦିନ ହେଲା ଅକ୍ତିଆରରେ ରଖିଥିଲା ଯୁବକ । -ଯୁବକର ତୀରମାଡ଼ରେ ଆଇଆଇସି ଓ ପ୍ରଧାନ ଶିକ୍ଷକ ଆହତ ହୋଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button