Breaking PLUSଓଡ଼ିଶାମୁଖ୍ୟ ଖବର
ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ଼ କଲେ ଯୁବକ

କୋଣାର୍କ: ଏକତରଫା ପ୍ରେମରୁ ମହିଳାଙ୍କୁ ଛୁରାମାଡ଼ କଲେ ଯୁବକ । ଗୋପ ଥାନା ଖଣ୍ଡାସାହିରେ ଘରେ ପଶି ମହିଳାଙ୍କୁ ଛୁରାମାଡ଼ ।ଗୁରୁତର ମହିଳା ମେଡିକାଲରେ ଭର୍ତ୍ତି, ଅଭିଯୁକ୍ତ ଯୁବକ ଫେରାର । ଯୁବକ ଜଣଙ୍କ ପୂର୍ବରୁ ଥରେ ପ୍ରେମ ନିବେଦନ କରି ଜେଲ୍ ଯାଇଥିଲା ।ଜେଲ୍ରୁ ଫେରିବା ପରେ ମହିଳାଙ୍କୁ ଛୁରାମାଡ଼ କରିଥିବା ସୂଚନା ମିଳିଛି ।