Breaking PLUSଓଡ଼ିଶାମୁଖ୍ୟ ଖବର

ଧାନ ମଣ୍ଡି ଅବ୍ୟବସ୍ଥା ନେଇ କାଲି ବୈଠକ

ଭୁବନେଶ୍ୱର- ରାଜ୍ୟର ଧାନ ମଣ୍ଡି ଅବ୍ୟବସ୍ଥା ନେଇ ସରକାର ଡାକିଲେ ବଡ଼ ବୈଠକ  । -ଆସନ୍ତାକାଲି ଅପରାହ୍ଣ ୩ଟାରେ ଲୋକସେବା ଭବନରେ ବୈଠକ ବସିବ ।କୃଷି ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ଉପସ୍ଥିତ ରହିବେ  । ଧାନ ଉଠାଣ ସମସ୍ୟା ଓ ସମାଧାନ ନେଇ ହେବ ଆଲୋଚନା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button