Breaking PLUSଓଡ଼ିଶାମୁଖ୍ୟ ଖବର

ସ୍କୁଲରେ ପିଲାଙ୍କୁ ମିଳିବ ମାଣ୍ଡିଆ ଲଡୁ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଲଡ଼ୁ ଦିଆଯିବ। ଆସନ୍ତା ଏପ୍ରିଲ ୧ରୁ ସପ୍ତାହକୁ ୩ଟି ଲେଖାଏଁ ଲଡ଼ୁ ପ୍ରଦାନ କରାଯିବ। ପ୍ରତି ସୋମବାର, ମଙ୍ଗଳବାର ଏବଂ ଗୁରୁବାର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଏହା ମିଳିବ। ସେହିପରି ମଧ୍ୟାହ୍ନ ଭୋଜନରେ ସପ୍ତାହକୁ ୩ଟି ଅଣ୍ଡା ଦିଆଯିବ। ଏବେ ଦୁଇଟି ଅଣ୍ଡା ଦିଆଯାଉଥିବାବେଳେ ୧ ତାରିଖରୁ ପ୍ରତି ଶୁକ୍ରବାର ଅତିରିକ୍ତ ଗୋଟିଏ ଅଣ୍ଡା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।

Show More

Related Articles

Back to top button