Breaking PLUSଓଡ଼ିଶାମୁଖ୍ୟ ଖବର
ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ
ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ନେଇ ରାୟ ପ୍ରକାଶ କରିଛନ୍ତି କୋର୍ଟ । ଏନେଇ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ କୁଟିଙ୍ଗଗୁଡା ଏନକାଉଣ୍ଟର ମାମଲାର ରାୟ ପ୍ରକାଶ ପାଇଛି । ୨୦୦୩ ଗୁଡାରୀ ଥାନା କୁଟିଙ୍ଗଗୁଡା ଏନକାଉଣ୍ଟର ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷ ବୋଲି ଅଦାଲତ ରାୟ ଶୁଣାଇଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ସବ୍ୟସାଚୀଙ୍କ ପତ୍ନୀ ମିଲି ପଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଥିଲେ ।