Breaking PLUSଓଡ଼ିଶାମୁଖ୍ୟ ଖବର

ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ

ଭୁବନେଶ୍ୱର: ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ  ।୧୫ ଦିନ ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।ପ୍ରଥମ ସପ୍ତାହରେ ସ୍ୱେଚ୍ଛାସେବୀ ସଂଗଠନ ଜରିଆରେ ସଚେତନ କରାଯିବ ।ଏକକ ବ୍ୟବହାର ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ବ୍ୟବସାୟୀଙ୍କୁ ସଚେତନ କରାଯିବ ।ପରବର୍ତ୍ତୀ ସପ୍ତାହରେ ଏହାର ଖିଲାପ କଲେ ପଦକ୍ଷେପ ନିଆଯିବ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button