Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଟିକ୍‌ଟକ୍‌କୁ କିଣିପାରେ ମାଇକ୍ରୋସଫ୍ଟ

ଆମେରିକାରେ ଟିକ୍‌ଟକ୍‌କୁ କିଣିପାରେ ମାଇକ୍ରୋସଫ୍ଟ। ସୋମବାର ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଚାଇନିଜ୍ ଆପ୍ ଟିକ୍‌ଟକ୍‌ର ଆମେରିକୀୟ ବ୍ୟବସାୟକୁ ମାଇକ୍ରୋସଫ୍ଟ କ୍ରୟ କରିପାରେ। ଟ୍ରମ୍ପ କହିଛନ୍ତି, ବର୍ତ୍ତମାନ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଚାଲିଛି। ଟ୍ରମ୍ପ ଆହୁରି କହିଛନ୍ତି ଯେ, ସେ ଚାହୁଁଛନ୍ତି ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟ ଟିକ୍‌ଟକ୍‌ ପାଇଁ ନିଲାମୀ ଡାକନ୍ତୁ। ଟ୍ରମ୍ପ କହିଛନ୍ତି, ଆହୁରି ଅନେକ କମ୍ପାନୀ ଅଛନ୍ତି, ଯେଉଁମାନେ ଟିକ୍‌ଟକ୍ କିଣିବାକୁ ଚାହୁଁଛନ୍ତି। ସେମାନେ ଚାହୁଁଛନ୍ତି ଯେ, ଆମେରିକା ପାଖରେ ଟିକ୍‌ଟକ୍‌ର ୫୦ ପ୍ରତିଶତ ମାଲିକାନା ରହୁ।

Show More

Related Articles

Back to top button