Breaking PLUSଦେଶମୁଖ୍ୟ ଖବର

୨ ଆତଙ୍କୀଙ୍କ ଘର ଉଡ଼ାଇଲେ ସୁରକ୍ଷାକର୍ମୀ, ପହଲଗାମ୍ ହମ୍‌ଲାରେ ଥିଲେ ସାମିଲ

ନୂଆଦିଲ୍ଲୀ : ୨ ଆତଙ୍କୀଙ୍କ ଘର ଉଡ଼ାଇଲେ ସୁରକ୍ଷାକର୍ମୀ, ପହଲଗାମ୍ ହମ୍‌ଲାରେ ଥିଲେ ସାମିଲ । ପହଲଗାମ ଆକ୍ରମଣରେ ସାମିଲ ସ୍ଥାନୀୟ ଆତଙ୍କୀ ଆଦିଲ ହୁସୈନ ଥୋକରର ଅନନ୍ତନାଗ ଜିଲାର ବିଜହେରା ଅଞ୍ଚଳରେ ସ୍ଥିତ ଘରକୁ ସୁରକ୍ଷାବଳ ବୋମାରେ ଉଡାଇ ଦେଇଛନ୍ତି । ଆଦିଲ ଥୋକ ଓରଫ ଆଦିଲ ଗୁରୀ ରୂପେ ପରିଚୟ ମିଳିଛି । ପହଲଗାମର ବୈସରନ ଘାଟୀରେ ୨୨ ଏପ୍ରିଲରେ ହୋଇଥିବା ଆକ୍ରମଣ ଯୋଜନା କରିବା ଏବଂ ଏହାକୁ କାର୍ଯ୍ୟାକାରୀ କରିବାରେ ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ  ଆଦିଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଥିଲା । ଶୁକ୍ରବାର ସକାଳେ ବୋମାମାଡ କରିବା ସହ ବୁଲଡୋଜର ବୁଲାଇ ତା ଘର ଭଙ୍ଗାଯାଇଛି ।

Show More

Related Articles

Back to top button