Breaking PLUSଓଡ଼ିଶାମୁଖ୍ୟ ଖବର
ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି AI

ଭୁବନେଶ୍ୱର- ଘଞ୍ଚ ଜଙ୍ଗଲରେ ଲାଗିଥିବା ନିଆଁକୁ ରୋକୁଛି AI । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।ଜଙ୍ଗଲ ନିଆଁକୁ ଟ୍ରାକିଂ କରୁଛି ଜିପିଏସ୍ ।ମାଟିର ଉର୍ବରତା ପାଇଁ ଘଞ୍ଚ ଜଙ୍ଗଲରେ ନିଆଁ ଲଗାଯାଉଛି । ଜୀବଜନ୍ତୁ ମୃତ୍ୟୁ ହାର କମିଛି, ଘଞ୍ଚ ଜଙ୍ଗଲରେ ନିଆଁ ଲାଗିବା କମିଛି ।



