Breaking PLUSଓଡ଼ିଶାମୁଖ୍ୟ ଖବର

ବାର୍‌ହା ଶିକାର ପାଇଁ ପଡ଼ିଥିବା ଫାଶରେ ପଡ଼ି ନାବାଳକ ମୃତ

କୋରାପୁଟ: ବାର୍‌ହା ଶିକାର ପାଇଁ ପଡ଼ିଥିବା ଫାଶରେ ପଡ଼ି ନାବାଳକ ମୃତ । ସେମିଳିଗୁଡ଼ା ବ୍ଲକ ଅଲିଗାଁ ସ୍କୁଲ ଜଙ୍ଗଲରେ ନାବାଳକର ମୃତ୍ୟୁ ହୋଇଛି । ପ୍ରେମିକାକୁ ଭେଟିବାକୁ ଗଲାବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button