Breaking PLUSଓଡ଼ିଶାମୁଖ୍ୟ ଖବର

ପୋଖରୀରେ ବୁଡି ଜଣେ ମୃତ, ଜଣେ ନିଖୋଜ

ଲମତାପୁଟ-  ପୋଖରୀରେ ବୁଡ଼ି ଜଣେ ନାବାଳିକା ମୃତ୍ୟୁବରଣ କରିଥିବା ବେଳେ ଜଣେ ନାବାଳକ ନିଖୋଜ ଅଛନ୍ତି । ନନ୍ଦପୁର ଥାନା କୁମାରପାଲିବା ଗାଁରେ ଅଭାବନୀୟ ଘଟଣା ଘଟିଛି । ନାବାଳିକାଙ୍କୁ ଉଦ୍ଧାର ପରେ ମେଡିକାଲରେ ମୃତ ଘୋଷଣା କରଛନ୍ତି ଡାକ୍ତର । ଅନ୍ୟପଟେ ପୋଖରୀରେ ବୁଡି ନିଖୋଜ ହୋଇଯାଇଛନ୍ତି ନାବାଳକ । ନାବାଳକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରଖିଛି । ୨ ଜଣଙ୍କ ବୟସ ୪ ବର୍ଷ ମଧ୍ୟରେ ହେବା ନେଇ ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button