Breaking PLUSଓଡ଼ିଶାମୁଖ୍ୟ ଖବର
ବାପା ଗାଳି କରିବାରୁ ଝୁଲି ପଡ଼ିଲା ନାବାଳକ
ଭୁବନେଶ୍ବର: ବାପା ଗାଳି କରିବାରୁ ଝୁଲି ପଡ଼ିଲା ନାବାଳକ । ଧଉଳି ଥାନା କାଡିଂ ସାହିରେ ଅଭାବନୀୟ ଘଟଣା । ସ୍କୁଲ ନଯିବାରୁ ବାପା ଗାଳି କରିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ପଞ୍ଚବଟୀ ଆଶ୍ରମ ନିକଟରୁ ପୁଅର ଝୁଲନ୍ତା ମୃତଦେହ ମିଳିଥିଲା । ପୋଲିସକୁ ନଜଣାଇ ପରିବାର ଲୋକ ଶବ ସତ୍କାର କରିଥିବା ସୂଚନା ମିଳିଛି । ନିଜ ଆଡୁ ମାମଲା ରୁଜୁ କରି ଫେରାର୍ ବାପାକୁ ଖୋଜୁଛି ପୋଲିସ ।