Breaking PLUSଓଡ଼ିଶାମୁଖ୍ୟ ଖବର

ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଛରାମାଡ଼

ଭୁବନେଶ୍ବର-  ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଛରାମାଡ଼ ହୋଇଛି । ମଞ୍ଚେଶ୍ବର ଥାନା ଚକେଇସିଆଣି ଶ୍ରୀରାମନଗରରେ ଛୁରାମାଡ଼ । ଗାଡ଼ି ହର୍ଣ୍ଣ ମରାକୁ ନେଇ ଗଣ୍ଡଗୋଳ ଖବର ପାଇ ପହଞ୍ଚିଥିଲା ପୋଲିସ । ଘଟଣାସ୍ଥଳରେ ପହଞ୍ଚିବା ପରେ ପୋଲିସକୁ ଛୁରାମାଡ଼ କଲେ ଦୁର୍ବୃତ୍ତ  । ଛୁରାମାଡ଼ରେ ଜଣେ ପୋଲିସ କନଷ୍ଟେବଲ ଆହତ ହୋଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button