Breaking PLUSଓଡ଼ିଶାମୁଖ୍ୟ ଖବର

ବାଇକ୍‌ ଆରୋହୀ-ବିଧାୟକଙ୍କ ଗାଡ଼ି ମୁହାଁମୁହିଁ ଧକ୍କା

ଉଦଳା: ବାଇକ୍‌ ଆରୋହୀ-ବିଧାୟକଙ୍କ ଗାଡ଼ି ମୁହାଁମୁହିଁ ଧକ୍କା ହୋଇଛି। ସାରସକଣା ବିଧାୟକଙ୍କ ଗାଡ଼ି ସହ ବାଇକ୍‌ର ମୁହାଁମୁହିଁ ଧକ୍କା  । ବାରିପଦା ରାଜ୍ୟ ରାଜପଥର ବାସିପିଠା ତେରମାଇଲ ଛକରେ ଦୁର୍ଘଟଣା  ଘଟିଛି । ବିଧାୟକଙ୍କ ଗାଡ଼ି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଅଟକିଲା  ।ଗୁରୁତର ଦୁଇ ବାଇକ୍‌ ଆରୋହୀ ବାରିପଦା ମେଡିକାଲରେ ଭର୍ତ୍ତି । ଗାଡ଼ିରେ ଥିବା ବିଧାୟକ ଓ ତାଙ୍କ ଡ୍ରାଇଭର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।ବାଇକ୍‌ ଆରୋହୀ ରଙ୍ଗ ରୁଟ୍‌ରେ ଆସିବାରୁ ଦୁର୍ଘଟଣା କହିଛନ୍ତି ବିଧାୟକ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button